କଳାହାଣ୍ଡି: କଲମପୁର ଥାନାର ଏସ.ଆଇ ଶିବଶଙ୍କର ମହାନ୍ତିଙ୍କ ବଦଳି, ଦିଆଗଲା ଭବ୍ୟ ବିଦାୟ
Kalahandi, Kalahandi | Oct 3, 2026
କଲମପୁର ଥାନାର ଏସ.ଆଇ ଶିବଶଙ୍କର ମହାନ୍ତିଙ୍କୁ କର୍ଲାପଡା ଫାଣ୍ଡିକୁ ବଦଳି କରାଯାଇଛି। ଏହି ଅବସରରେ ଥାନା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।