Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

ସୋର: ପୌରପାଳିକା ଅନ୍ତର୍ଗତ ବଡ଼ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ସୋର ପୁଲିସ

Soro, Balasore | Dec 19, 2025
ସୋର ପୌର ପାଳିକା ଅନ୍ତର୍ଗତ କୋର୍ଟ ଛକ ନିକଟରେ ଥିବା ବଡ଼ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସୋର ପୁଲିସ ଉଦ୍ଧାର କରିଛି।ସୂଚନା ଅନୁସାରେ ସୋର ଥାନା ଦହିସଡା ପଞ୍ଚାୟତ ସୁଲତାନପୁର ଗ୍ରାମର ଦେବେନ୍ଦ୍ର ନାୟକ(୫୯) ଗତକାଲି ସନ୍ଧ୍ୟାରେ ସୋର କୋର୍ଟ ସମ୍ମୁଖ ବଡପୋଖରୀ ନିକଟରେ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ମାତ୍ର ଆଜି ସକାଳେ ସ୍ଥାନୀୟ ଲୋକେ ପୋଖରୀ ପାଣିରେ ତାଙ୍କ ମୃତ ଦେହ ଭାସୁ ଥିବାର ଦେଖି ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।