ପୁରୀ: ବାତ୍ୟା ପ୍ରଭାବ: ପୁରୀ ମାରାଇନ ଡ୍ରାଇଭରେ ଛିଣ୍ଡିଲା ବିଦ୍ୟୁତ୍ ତାର, ଚଳାଚଳ ବନ୍ଦ
Puri, Puri | Oct 28, 2026
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁରୀ ମାରାଇନ ଡ୍ରାଇଭ ରାସ୍ତାରେ ବିଦ୍ୟୁତ୍ ତାର ଛିଣ୍ଡିବାରୁ ଚଳାଚଳ ବାଧାପ୍ରାପ୍ତ । ସୁରକ୍ଷା ଦୃଷ୍ଟିରୁ ଉକ୍ତ ରାସ୍ତାରେ ଚାରି ଚକିଆ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି । ଟାଟା ପାୱାର ପକ୍ଷରୁ ମରାମତି କାର୍ଯ୍ୟ ଜାରି ।