ପୁରୀ ମ୍ୟୁନିସିପାଲଟି: ସମାଙ୍ଗ ମୋ ବସଷ୍ଟାଣ୍ଡ ର ତାଦରକ୍ କଲେ ଜିଲ୍ଲାପାଲ୍ ଏବଂ ବରିଷ୍ଟ ସରକାରୀ ଅଧିକାରି
Puri M, Puri | Sep 4, 2025 ମୋ ବସଷ୍ଟାଣ୍ଡ ର ତାଦରକ୍ କଲେ ଜିଲ୍ଲାପାଲ୍ ଏବଂ ବରିଷ୍ଟ ସରକାରୀ ଅଧିକାରି । ସୂଚନା ମୁତାବକ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ସମାଙ୍ଗ ବସ ଷ୍ଟାଣ୍ଡ ର ତାଦରଖ କରିବା ସହ ନିଜ କାର୍ଯ୍ୟାଳୟ ପରିସରରେ ଏହା ଉପରେ ଏକ ସମୀକ୍ଷା ବୈଠକ କରିଛନ୍ତି ଜିଲ୍ଲାପାଳ। ସୂଚନା ଥାଉକି ଦିନ କୁ ଦିନ ପୁରୀ ରେ ଯାତ୍ରୀ ସଂଖ୍ୟା ବଢିବାରେ ଲାଗିଛି, ତେବେ ଆଗକୁ ମଧ୍ୟ କାର୍ତ୍ତିକ ମାସ ଆସୁଥିବା ରୁ ବହୁ ହବିଶିଆଲି ମାନେ ପୁରୀ କୁ ଆସିବେ , ଏ ନେଇ କିଭଳି ଭାବେ ପୁରୀ ରେ ଆମ ବସ ପକ୍ଷରୁ ସୁଚାରୁ ରୂପେ କାର୍ଯ୍ୟ ହେଇ ପାରିବ ସେ ଉପରେ ଏକ ସମୀକ୍ଷା ବୈଠକ ହୋଇଥିବା ବେଳେ ସାମଙ୍ଗ ବସ ଷ୍ଟାଣ୍ଡ ର କାର୍ଯ୍ୟ କି