କଣ୍ଟାମାଳ: ବରଗୋଚ୍ଛା ଠାରେ 19ତମ ଅଲ ଇଣ୍ଡିଆ କ୍ରିକେଟ ଟୁର୍ନାମେଣ୍ଟ ର ଉଜାପନି ଉତ୍ସବ ଯୋଗଦେଲେ ଓଡ଼ିଆ ଅଭିନେତ୍ରୀ
19ତମ ଅଲ ଇଣ୍ଡିଆ କ୍ରିକେଟ ଟୁର୍ନାମେଣ୍ଟ ର ଉଜାପନି ଉତ୍ସବ ଯୋଗଦେଲେ ଓଡ଼ିଆ ଅଭିନେତ୍ରୀ କଣ୍ଟାମାଲ ବ୍ଲକ ବରଗୋଚ୍ଛା ଗ୍ରାମରେ ଚାଲିଥିବା 19ତମ ଅଲଇଣ୍ଡିଆ କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଫାଇନାଳ ମ୍ୟାଚ ଅନୁଷ୍ଠିତ I ଉକ୍ତ କାର୍ଯ୍ୟକ୍ରମ କଣ୍ଟାମାଲ ବିଧାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବଳେ ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଓ ଅନ୍ୟ ମାନେ ସାମିଲ ହୋଉଥିବା ବେଳେ ଉକ୍ତ ମ୍ୟାଚ ରଃ ମୁଖ୍ୟ ଆକର୍ଷଣ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଶୀତଳ ପାତ୍ର ସାମିଲ ହୋଈଥିଲେ I ଆଜି ର ମ୍ୟାଚ ଭଦ୍ରକ ଓ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଈଥିବା ବେଳେ ଭଦ୍ରକ କୁ ହରେଇ ବାଜୀ ମାରିଥିଲା ଭୁବନେଶ୍ୱର I