ଝାରସୁଗୁଡା: ବ୍ରଜରାଜନଗରରେ ଚଢ଼ାଉ: 1.5 ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ଜଣେ ଅଟକ
ଦୀପାବଳି ପୂର୍ବରୁ ବ୍ରଜରାଜନଗର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ପ୍ରାୟ 1.5 ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖାଯାଇଛି। ବେଆଇନ ବାଣ କାରବାର ଉପରେ ରୋକ ଲଗାଇବାକୁ ପୋଲିସର ସ୍ବତନ୍ତ୍ର ଅଭିଯାନ ଜାରି।