ଜଳେଶ୍ବର: ଅଠର ମାସ ପରେ ମିଳିଲା ଝିଅ, କିନ୍ତୁ ମାଆକୁ ଚିହ୍ନି ପାରିଲାନି
ଜଳେଶ୍ୱର ଥାନା ପରିସରରେ ଏକ ହୃଦୟ ବିଦାରକ ଦୃଶ୍ୟ। ଦୀର୍ଘ ୧୮ ମାସ ୨ ଦିନ ପରେ ଝିଅକୁ ଉଦ୍ଧାର କରାଯାଇ ମାଆଙ୍କ ପାଖକୁ ଅଣାଯାଇଥିଲା। ହେଲେ ଝିଅ ନିଜ ମାଆକୁ ଚିହ୍ନି ନପାରିବାରୁ ଥାନା ପରିସରରେ ମାଆ କାନ୍ଦୁଥିବାର ଦେଖିବାକୁ ମିଳିଛି।