କଳାହାଣ୍ଡି: ଭବାନୀପାଟଣାରେ ଲଳିତ ଇଲେକ୍ଟ୍ରୋନିକରେ ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ
Kalahandi, Kalahandi | Aug 19, 2026
ଭବାନୀପାଟଣାର ଲଳିତ ଇଲେକ୍ଟ୍ରୋନିକରେ ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ ହୋଇଛି। ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଓ ବିଶିଷ୍ଟ ଫଟୋଗ୍ରାଫରମାନେ ଏହାରେ ଯୋଗ ଦେଇଥିଲେ ଏବଂ ସଚିନ୍ କୁମାର ଅଗ୍ରୱାଲଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି।