ମହାକାଳପଡା: କେନ୍ଦ୍ରାପଡ଼ାର ମହାକାଳ ପଡ଼ା ରାସ୍ତାରେ ବିରାଟ ଗର୍ତ୍ତ ଯାତାୟାତକୁ ବିପଦରେ ପଡ଼ାଇଛି
କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳ ପଡ଼ା ବ୍ଲକର ଜମ୍ବୁ ବାବର ଆର ଆଣ୍ଡ ବି ରାସ୍ତା ନିକଟରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି, ଯାହା ଯାତାୟାତରେ ବିପଦ ସୃଷ୍ଟି କରୁଛି। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି କିଣ୍ତୁ କାର୍ଯ୍ୟରତ କିଛି ହୋଇନାହିଁ।