🚨 ଦୁର୍ନୀତି ବିରୋଧରେ ସ୍ୱର ଉଠାଇବାରୁ RTI କର୍ମୀଙ୍କୁ ଆକ୍ରମଣ ଅଭିଯୋଗ! 😡
ବାଲେଶ୍ୱର ଭୋଗରାଇରେ ସୂଚନା ଅଧିକାର କର୍ମୀ ସୁବାଷ ଚନ୍ଦ୍ର ପ୍ରଧାନଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ। ପୂର୍ବରୁ ଉଠାଇଥିବା ଅନିୟମିତତା ଓ ଦୁର୍ନୀତି ସମ୍ପର୍କିତ ଅଭିଯୋଗକୁ ନେଇ ତାଙ୍କୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗ ହୋଇଛି।
⚠️ RTI କର୍ମୀଙ୍କ ସୁରକ୍ଷା କିଏ ନେବ?
ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି।
📍 ଭୋଗରାଇ, ବାଲେଶ୍ୱର
📅 ୦୬-୧୦-୨୦୨୬
#OdishaNews #BalasoreNews #Bhograi #RTI #RTIActivist #OdishaNewsUpdate #BreakingNews #Corruption #JusticeForRTIActivist #ViralNews #rcnodianews #rcnupdates #rcnmedia #rcnodia
Bhadrak Rural, Bhadrak | Oct 6, 2026