Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur

ଭଦ୍ରକ: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ସାଂସଦ, ଦିବଙ୍ଗତ ଜନନେତା ସ୍ବର୍ଗତ ଅର୍ଜୁନ ଚରଣ ସେଠି ଙ୍କ ଷଷ୍ଠ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରାଦ୍ଧତ୍ସବ ପାଳିତ । ଆୟୋଜିତ ସ୍ମୃତି ଚାରଣ ସଭାରେ ଓଡିଶା ପ୍ରଦେଶ ର ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଏବଂ ବହୁ ବରିଷ୍ଠ ନେତୃତ୍ୱ ମାନେ ଉପସ୍ଥିତ ରହିଥିଲେ। #citykhabarbhadrak

MORE NEWS

ଭଦ୍ରକ: ଗୋଖର ଛୁଆଁ ସହ ୨୯ ନାଗ ନାଗୁଣୀ ଛୁଆ ଉଦ୍ଧାର, ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ପଞ୍ଚାୟତ, ତରାଗ ଗ୍ରାମ,ନାୟକ ସାହି ସୁରେନ୍ଦ୍ର ସାମଲଙ୍କ ଘରୁ ମିର୍ଜା ଆରିଫ ଉଦ୍ଧାର କରି ନିରାପଦ ସ୍ଥାନରେ ଛାଡିଛନ୍ତି।

ଭଦ୍ରକ: ଗୋଖର ଛୁଆଁ ସହ ୨୯ ନାଗ ନାଗୁଣୀ ଛୁଆ ଉଦ୍ଧାର, ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ପଞ୍ଚାୟତ, ତରାଗ ଗ୍ରାମ,ନାୟକ ସାହି ସୁରେନ୍ଦ୍ର ସାମଲଙ୍କ ଘରୁ ମିର୍ଜା ଆରିଫ ଉଦ୍ଧାର କରି ନିରାପଦ ସ୍ଥାନରେ ଛାଡିଛନ୍ତି।

Bhadrak Rural, Bhadrak | Jun 23, 2026

ଭଦ୍ରକ: ନିଶା ନିବାରଣ ଏବଂ ଗବେଷଣା କେନ୍ଦ୍ର ଶୁଭ ଉଦଘାଟନ ଉତ୍ସବ। ନିଶା ମୁକ୍ତ ଜୀବନ ସୁସ୍ଥ ସମାଜ ଗଠନ ନେଇ ଉଦଘାଟନ ହୋଇଯାଇଛି ନିଶା ନିବାରଣ କେନ୍ଦ୍ର। ଭଦ୍ରକ ବରପଦା ମୁଣ୍ଡିମରା ଠାରେ ଆଜି ନୂତନ କରି ଉଦଘାଟନ ହୋଇଯାଇଛି । 
#citykhabarbhadrak

ଭଦ୍ରକ: ନିଶା ନିବାରଣ ଏବଂ ଗବେଷଣା କେନ୍ଦ୍ର ଶୁଭ ଉଦଘାଟନ ଉତ୍ସବ। ନିଶା ମୁକ୍ତ ଜୀବନ ସୁସ୍ଥ ସମାଜ ଗଠନ ନେଇ ଉଦଘାଟନ ହୋଇଯାଇଛି ନିଶା ନିବାରଣ କେନ୍ଦ୍ର। ଭଦ୍ରକ ବରପଦା ମୁଣ୍ଡିମରା ଠାରେ ଆଜି ନୂତନ କରି ଉଦଘାଟନ ହୋଇଯାଇଛି । #citykhabarbhadrak

Bhadrak Rural, Bhadrak | Jun 23, 2026

#ଯାତ୍ରା_ସ୍ଵର୍ଣ୍ଣମହଲ_ପ୍ରୋଜଯକ_କ୍ଷୀରୋଦ nis:value=କଳାକାର_ହଉଛନ୍ତି_ରାତି_ନିଶାଚର_ଦିନର_କୁକୁ..#ଯାତ୍ରା_ସ୍ଵର୍ଣ୍ଣମହଲ_ପ୍ରୋଜଯକ_କ୍ଷୀରୋଦ nis:enabled=true nis:link/>
#ssnews #jatracontroversy #jatra #jatraupdate #jatra2026 #ViralStatement #BreakingNews #viralpost #ଯାତ୍ରା

#ଯାତ୍ରା_ସ୍ଵର୍ଣ୍ଣମହଲ_ପ୍ରୋଜଯକ_କ୍ଷୀରୋଦ nis:value=କଳାକାର_ହଉଛନ୍ତି_ରାତି_ନିଶାଚର_ଦିନର_କୁକୁ..#ଯାତ୍ରା_ସ୍ଵର୍ଣ୍ଣମହଲ_ପ୍ରୋଜଯକ_କ୍ଷୀରୋଦ nis:enabled=true nis:link/> #ssnews #jatracontroversy #jatra #jatraupdate #jatra2026 #ViralStatement #BreakingNews #viralpost #ଯାତ୍ରା

Bhadrak Rural, Bhadrak | Jun 23, 2026

🚨 NEET ପରୀକ୍ଷାରେ ପହଞ୍ଚିବାରେ ମାତ୍ର ୨ ମିନିଟ୍ ବିଳମ୍ବ, ଆଉ ହାତଛାଡ଼ା ହୋଇଗଲା ସ୍ୱପ୍ନ!

ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଥିବା ଜଣେ ଛାତ୍ର ପରୀକ୍ଷା କେନ୍ଦ୍ରରେ ମାତ୍ର ୨ ମିନିଟ୍ ବିଳମ୍ବରେ ପହଞ୍ଚିବାରୁ NEET ପରୀକ୍ଷା ଦେବାରୁ ବଞ୍ଚିତ ହେଲେ। ବାହାରେ ବାପା-ମା'ଙ୍କ କାକୁତି ମିନତୀ ଓ ପୁଅର ଆଖିର ଲୁହ ଦେଖି ସମସ୍ତଙ୍କ ହୃଦୟ ଭାଙ୍ଗିପଡ଼ିଲା। 😢

ନିୟମ ବଡ଼ ନା ମାନବିକତା? ଆପଣଙ୍କ ମତ କଣ?

#NEET2026 #NEETExam #ViralNews #Education #StudentLife #BreakingNews #RCNODIA #OdishaNews

🚨 NEET ପରୀକ୍ଷାରେ ପହଞ୍ଚିବାରେ ମାତ୍ର ୨ ମିନିଟ୍ ବିଳମ୍ବ, ଆଉ ହାତଛାଡ଼ା ହୋଇଗଲା ସ୍ୱପ୍ନ! ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଥିବା ଜଣେ ଛାତ୍ର ପରୀକ୍ଷା କେନ୍ଦ୍ରରେ ମାତ୍ର ୨ ମିନିଟ୍ ବିଳମ୍ବରେ ପହଞ୍ଚିବାରୁ NEET ପରୀକ୍ଷା ଦେବାରୁ ବଞ୍ଚିତ ହେଲେ। ବାହାରେ ବାପା-ମା'ଙ୍କ କାକୁତି ମିନତୀ ଓ ପୁଅର ଆଖିର ଲୁହ ଦେଖି ସମସ୍ତଙ୍କ ହୃଦୟ ଭାଙ୍ଗିପଡ଼ିଲା। 😢 ନିୟମ ବଡ଼ ନା ମାନବିକତା? ଆପଣଙ୍କ ମତ କଣ? #NEET2026 #NEETExam #ViralNews #Education #StudentLife #BreakingNews #RCNODIA #OdishaNews

Bhadrak Rural, Bhadrak | Jun 23, 2026

🛑 ଶିଶୁ ଶ୍ରମ ଏକ ଅପରାଧ! ଆସନ୍ତୁ ଏହାକୁ ସମୂଳେ ନାଶ କରିବା! 🛑

ଭଦ୍ରକରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ଶିଶୁ ଶ୍ରମ ନିରାକରଣ ଅଭିଯାନ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ଏକ ଦୃଢ଼ ବାର୍ତ୍ତା ଦେଇ କହିଛନ୍ତି:
🌟 "ପ୍ରତ୍ୟେକ ଶିଶୁ ଶିଖୁ, ବଢ଼ୁ ଓ ସ୍ବପ୍ନ ଦେଖୁ।" 🌟

ପିଲାଦିନ କାମ କରିବା ପାଇଁ ନୁହେଁ, ବରଂ ଖେଳିବା, ପଢିବା ଏବଂ ବଢିବା ପାଇଁ। ଗୋଟିଏ ଶେୟାର୍ (Share) ଆଣିପାରେ ବଡ଼ ପରିବର୍ତ୍ତନ। ଆସନ୍ତୁ ସଚେତନତା ସୃଷ୍ଟି କରିବା! 📢👇

#Bhadrak #Odisha #StopChildLabour #ProtectOurChildren #ManasmitaKhuntia #Awareness #RCNMedia #rcnodia

🛑 ଶିଶୁ ଶ୍ରମ ଏକ ଅପରାଧ! ଆସନ୍ତୁ ଏହାକୁ ସମୂଳେ ନାଶ କରିବା! 🛑 ଭଦ୍ରକରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ଶିଶୁ ଶ୍ରମ ନିରାକରଣ ଅଭିଯାନ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ଏକ ଦୃଢ଼ ବାର୍ତ୍ତା ଦେଇ କହିଛନ୍ତି: 🌟 "ପ୍ରତ୍ୟେକ ଶିଶୁ ଶିଖୁ, ବଢ଼ୁ ଓ ସ୍ବପ୍ନ ଦେଖୁ।" 🌟 ପିଲାଦିନ କାମ କରିବା ପାଇଁ ନୁହେଁ, ବରଂ ଖେଳିବା, ପଢିବା ଏବଂ ବଢିବା ପାଇଁ। ଗୋଟିଏ ଶେୟାର୍ (Share) ଆଣିପାରେ ବଡ଼ ପରିବର୍ତ୍ତନ। ଆସନ୍ତୁ ସଚେତନତା ସୃଷ୍ଟି କରିବା! 📢👇 #Bhadrak #Odisha #StopChildLabour #ProtectOurChildren #ManasmitaKhuntia #Awareness #RCNMedia #rcnodia

Bhadrak Rural, Bhadrak | Jun 23, 2026