ସୁନ୍ଦରଗଡ ସହର: ମୁରିଆ ଘାଟି ଠାରେ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ ପାଇଁ ବିଡ଼ିଓ ଙ୍କୁ ଯୁବସମାଜସେବୀ ଙ୍କ ଦାବିପତ୍ର ପ୍ରଦାନ।
ଆଜି ଯୁବ ସମାଜସେବୀ ସୁଭମ ମହାପାତ୍ର ଟାଙ୍ଗର ପାଳି ବ୍ଲକ ନିଆଳିପାଲି ଗ୍ରାମପଂଚାୟତ ଅନ୍ତର୍ଗତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଛକ(ମୁରିଆ ଘାଟି) ଠାରେ ଏକ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ କରିବାକୁ ଟାଙ୍ଗରପାଳି ବିଡ଼ିଓ ଡ଼କ୍ଟର ରଞ୍ଜିତ କୁମାର ମହାନ୍ତ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।