ଆରୋହଣ ର ପଥ କେବେ ଗୋଲାପ ର ଶେଜ ନୁହେଁ।
(ସାନଖୁଡୀ କ୍ଲୋଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ।)
ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ସାନଖୁଡୀ କ୍ଲୋଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆଜି ଅନୁଷ୍ଠିତ ହୋଇଯାଇଛି ଫୁଲମଣି ବିଦ୍ୟାପୀଠ ଟିଗିରିଆ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ତିଗିରିଆ ର ମିଳିତ ପରିଚାଳନା ରେ ଏହି ଶିଶୁ ମହୋତ୍ସବ ରେ ପ୍ରଥମେ ଫୁଲ ମଣି ବିଦ୍ୟାପୀଠ ର ବହୁ ପ୍ରଶଂସିତ ସମଗ୍ର ରାଜ୍ୟରେ ଚର୍ଚ୍ଚିତ ପ୍ରାର୍ଥନା କୁ ସମସ୍ତ ଆମନ୍ତ୍ରିତ ଅତିଥି ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ଉଭୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପରିବେଷଣ କରିଥିଲେ ପରେ ଆୟୋଜିତ ସଭାରେ ଫୁଲ ମଣି ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ୍ କୁମାର ଭୂୟାଁ ସଭାପତିତ୍ବ କରିଥିଲାବେଳେ ସାନଖୁଡୀ ସି ଆର ସିସି ଭୋଳାନାଥ ବେହେରା ମଂଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଭାବେ ବସ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର୍ ସି ସି ମିହିର କୁମାର ଦାସ ମୁଖ୍ୟ ବକ୍ତା ଭାବେ ସମ୍ବାଦ ସାହିତ୍ୟ ଘର ବସ୍ତା ର ସଭାପତି ଇଂ ସୁଧାଂଶୁ ଶେଖର ଜେନା ସମ୍ମାନିତ ଅତିଥି ଭାବେ ଅନ୍ୟତମ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁହ୍ୟା ଟୁଡୁ ଯୋଗ ଦେଇ ପ୍ରଦ୍ବୀପ ପ୍ରଜନନ କରି ଉଦଘାଟନ କରିଥିଲେ
Surajtv Surajtv Odia