ଈଶାଣୀରେ ସମାଜସେବୀ ମନ୍ମଥ ପରିଡ଼ାଙ୍କ ଏକାଦଶାହ: ଯୋଗଦେଲେ ରେମୁଣା ବିଧାୟକ ଗୋବିନ୍ଦ ଦାସ
Baleshwar, Balasore | Oct 6, 2026
ବାଲେଶ୍ବର ଇସାଣୀ ସ୍ଥିତ ବାସଭବନରେ ସମାଜସେବୀ ସ୍ବର୍ଗତ ମନ୍ମଥ କୁମାର ପରିଡ଼ାଙ୍କ ଏକାଦଶାହ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଛି । ଏଥିରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।