Public App Logo
Jansamasya
News
���ुलिस
Bjp
National
Bihar
���िहार
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
No video available

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲିଙ୍ଗରାଜ ଥାନା ଅଞ୍ଚଳରେ ଯାତ୍ରା କଳାକାରଙ୍କୁ ଠକେଇ ଘଟଣା, କଟକ ରୁ ଯାତ୍ରା ପାର୍ଟି ମାଲିକକୁ ଗିରଫ କଲା ପୋଲିସ

ଯାତ୍ରା କଳାକାରଙ୍କୁ 8ଲକ୍ଷ 25 ହଜାର ରୁ ଅଧିକ ଟଙ୍କା ଠକେଇ ଘଟଣା | ଆଜି 4.34ରେ କଟକ ରୁ ଯାତ୍ରା ପାର୍ଟି ମାଲିକକୁ ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ | ସୂଚନା ଅନୁଯାଇ ଓମ ସିଭ ଶକ୍ତି ଯାତ୍ରା ପାର୍ଟିରେ ଅଭିଯୋଗକାରିଣୀ କାମ କରିବା ପାଇଁ ଆସିଥିଲେ | ଦରମା ବାବଦକୁ 80ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା | ପରେ ଅଭିଯୁକ୍ତ ଯାତ୍ରା ପାର୍ଟି ମାଲିକ 50ହଜାର ଟଙ୍କା ଦେବା ପରେ ଆଉ ଟଙ୍କା ଦେଇ ନଥିଲେ | ପରେ ଯାତ୍ରା ପାର୍ଟିରେ ସେୟାର ରହିବା ପାଇଁ କହି 8ଲକ୍ଷ 25ହଜାର ରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗକାରିଣୀ ତାଙ୍କ ଏତାଲା କପିରେ ଉଲେଖ କରିଛନ୍ତି |

MORE NEWS