ଈଶାଣୀରେ ସମାଜସେବୀ ମନ୍ମଥ ପରିଡ଼ାଙ୍କ ଏକାଦଶାହ, ଯୋଗଦେଲେ ରେମୁଣା ବିଧାୟକ
Baleshwar, Balasore | Oct 6, 2026
ବାଲେଶ୍ୱର ଇସାଣୀ ସ୍ଥିତ ବାସଭବନରେ ସମାଜସେବୀ ମନ୍ମଥ କୁମାର ପରିଡ଼ାଙ୍କ ଏକାଦଶାହ ଓ ସ୍ମୃତି ସଭା ଅନୁଷ୍ଠିତ । ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।