Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
image
image
image
image

#ଚାଷଜମିରୁ ଧାନ ବୁଣି ଫେରୁଥିଲେ #ଅଧା ରାସ୍ତାରେ ଟଳି ପଡିଲେ ଚାଷୀ #ଢେଙ୍କାନାଳ କାମାକ୍ଷାନଗର ମୁକ୍ତା ପଶି ଗାଁର ଚାଷୀ ଟିଟୁ ସାହୁଙ୍କ ଅକାଳ ବିୟୋଗ ଘଟିଛି #ପୁରା ଗାଁ ସ୍ତବ୍ଧ ହୋଇଯାଇଛି ତାଙ୍କ ଅକାଳ ବିୟୋଗରେ #ଅତ୍ୟଧିକ ଖରା ଗରମ ସହି ନପାରି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ farmer death dkl kamakhyanagar muktapasi village odishafarmer todaynews compensation

MORE NEWS

#ବିଦ୍ଧିବଦ୍ଧ_ଭାବେ_ବିଜେଡିରେ_ଯୋଗଦାନ_କଲେ_ସୁଜାତା 
ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ା ମାଟିର ଝିଅ ଶ୍ରୀମତୀ ସୁଜାତା ରାଉତ। ଆଜି, ଓଡିଶା ରାଜନୀତି ମଇଦାନରେ, ନାରୀଶକ୍ତିର ପରାକାଷ୍ଠାକୁ ପ୍ରତିପାଦିତ କରିବାକୁ ପ୍ରସ୍ତୁତ। ଲୋକଙ୍କ ସେବାପାଇଁ ସଂକଳ୍ପ ଏବଂ ମାଟି ମା'ର ସୁରକ୍ଷା ପାଇଁ ପ୍ରତିବଦ୍ଧ ହୋଇ ବିଜେଡିରେ କରିଛନ୍ତି ଯୋଗଦାନ 

#SujataRout #SRK #BijuJanataDalOdisha #BJDOdisha

#ବିଦ୍ଧିବଦ୍ଧ_ଭାବେ_ବିଜେଡିରେ_ଯୋଗଦାନ_କଲେ_ସୁଜାତା ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ା ମାଟିର ଝିଅ ଶ୍ରୀମତୀ ସୁଜାତା ରାଉତ। ଆଜି, ଓଡିଶା ରାଜନୀତି ମଇଦାନରେ, ନାରୀଶକ୍ତିର ପରାକାଷ୍ଠାକୁ ପ୍ରତିପାଦିତ କରିବାକୁ ପ୍ରସ୍ତୁତ। ଲୋକଙ୍କ ସେବାପାଇଁ ସଂକଳ୍ପ ଏବଂ ମାଟି ମା'ର ସୁରକ୍ଷା ପାଇଁ ପ୍ରତିବଦ୍ଧ ହୋଇ ବିଜେଡିରେ କରିଛନ୍ତି ଯୋଗଦାନ #SujataRout #SRK #BijuJanataDalOdisha #BJDOdisha

Dhenkanal Sadar, Dhenkanal | Jun 26, 2026

ଆଜି ମଙ୍ଗଳବାର ଟି ଆଜିର ଦର୍ଶନ ମହାପ୍ରଭୁ ଶ୍ରୀଜଗନ୍ନାଥ ମଣିମାଙ୍କର ସକାଳର ଆଳତି ଦର୍ଶନ 🙏 ତା. ୨୩ .୦୬.୨୦୨୬🌹
ମହାପ୍ରଭୁ ସମସ୍ତଙ୍କ ମଙ୍ଗଳ କରନ୍ତୁ 🙏
#newsodiaodisha#newpost
#puri #ମର୍ନିଙ୍ଗଦର୍ଶନ
Facebook for Creators

ଆଜି ମଙ୍ଗଳବାର ଟି ଆଜିର ଦର୍ଶନ ମହାପ୍ରଭୁ ଶ୍ରୀଜଗନ୍ନାଥ ମଣିମାଙ୍କର ସକାଳର ଆଳତି ଦର୍ଶନ 🙏 ତା. ୨୩ .୦୬.୨୦୨୬🌹 ମହାପ୍ରଭୁ ସମସ୍ତଙ୍କ ମଙ୍ଗଳ କରନ୍ତୁ 🙏 #newsodiaodisha#newpost #puri #ମର୍ନିଙ୍ଗଦର୍ଶନ Facebook for Creators

Dhenkanal Sadar, Dhenkanal | Jun 23, 2026

*ଢେଙ୍କାନାଳ ଜିଲ୍ଲାପାଳଙ୍କ ପର୍ଜଙ୍ଗ ଓ କାମାକ୍ଷାନଗରରେ ବିକାଶ କାର୍ଯ୍ୟ ଅନୁଧ୍ୟାନ*
#public#newsodiaodisha#Dhenkanal
*ଆପଣଙ୍କ ଅଞ୍ଚଳର ସମସ୍ତ ଖବର ଦେଖିବା ଏବଂ ଖବର ସେୟାର କରି ରୋଜଗାର କରିବା ପାଇଁ ଶୁରୁ ଆପ୍ (Shuru App) ଡାଉନଲୋଡ୍ କରନ୍ତୁ* 👇🏻

https://shuru.co.in/dl/V9Jg1M

*ଢେଙ୍କାନାଳ ଜିଲ୍ଲାପାଳଙ୍କ ପର୍ଜଙ୍ଗ ଓ କାମାକ୍ଷାନଗରରେ ବିକାଶ କାର୍ଯ୍ୟ ଅନୁଧ୍ୟାନ* #public#newsodiaodisha#Dhenkanal *ଆପଣଙ୍କ ଅଞ୍ଚଳର ସମସ୍ତ ଖବର ଦେଖିବା ଏବଂ ଖବର ସେୟାର କରି ରୋଜଗାର କରିବା ପାଇଁ ଶୁରୁ ଆପ୍ (Shuru App) ଡାଉନଲୋଡ୍ କରନ୍ତୁ* 👇🏻 https://shuru.co.in/dl/V9Jg1M

Dhenkanal Sadar, Dhenkanal | Jun 23, 2026

#ଚାଷଜମିରୁ ଧାନ ବୁଣି ଫେରୁଥିଲେ #ଅଧା ରାସ୍ତାରେ ଟଳି ପଡିଲେ ଚାଷୀ #ଢେଙ୍କାନାଳ କାମାକ୍ଷାନଗର ମୁକ୍ତା ପଶି ଗାଁର ଚାଷୀ ଟିଟୁ ସାହୁଙ୍କ ଅକାଳ ବିୟୋଗ ଘଟିଛି #ପୁରା ଗାଁ ସ୍ତବ୍ଧ ହୋଇଯାଇଛି ତାଙ୍କ ଅକାଳ ବିୟୋଗରେ #ଅତ୍ୟଧିକ ଖରା ଗରମ ସହି ନପାରି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ farmer death dkl kamakhyanagar muktapasi village odishafarmer todaynews compensation - Dhenkanal Sadar News