Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କଟକ ରେ ଅଭାବନୀୟ ଘଟଣା ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା । ନିଜ କ୍ୱାଟର୍ସ ରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିଲା ବେଳେ କଟକ ବଡ଼ ଡାକ୍ତରଖାନାରେ ମୃତ ମହିଳା ଆଇଆଇସି ଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ତେବେ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ଏସସିବି ମେଡିକାଲରେ । ପୂର୍ବରୁ କଟକର ବିଭିନ୍ନ ଥାନା ଯେପରି ମର୍କତ ନଗର ଥାନା ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ବିୟୁଟି ମହାନ୍ତି। ତେବେ କେଉଁ କାରଣରୁ ସେ ଏପରି ଚରମ ନିଷ୍ପତି ନେଲେ । ପାରିବାରିକ କାରଣ ନାଁ ଚାକିରୀରେ ଚାପ ଯାହାକୁ ନେଇ ଅଧିକ ଖୋଲତାଡ଼ ଜାରି ରଖିଛି ପୋଲିସ । #gtvnewsodisha #ganjam #berhampur #silkcity #Odisha

Ganjam, Ganjam | Jul 6, 2026

MORE NEWS

କଟକ ରେ ଅଭାବନୀୟ ଘଟଣା ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା । ନିଜ କ୍ୱାଟର୍ସ ରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିଲା ବେଳେ କଟକ ବଡ଼ ଡାକ୍ତରଖାନାରେ ମୃତ ମହିଳା ଆଇଆଇସି ଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ତେବେ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ଏସସିବି ମେଡିକାଲରେ । ପୂର୍ବରୁ କଟକର ବିଭିନ୍ନ ଥାନା ଯେପରି ମର୍କତ ନଗର ଥାନା ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ବିୟୁଟି ମହାନ୍ତି। ତେବେ କେଉଁ କାରଣରୁ ସେ ଏପରି ଚରମ ନିଷ୍ପତି ନେଲେ । ପାରିବାରିକ କାରଣ ନାଁ ଚାକିରୀରେ ଚାପ ଯାହାକୁ ନେଇ ଅଧିକ ଖୋଲତାଡ଼ ଜାରି ରଖିଛି ପୋଲିସ । #gtvnewsodisha #ganjam #berhampur #silkcity #Odisha - Ganjam News