Public App Logo
Jansamasya
Amitshah
Uppolice
Live
Pratapgarh
Westbengal
Ballia
Farrukhabad
Mirzapur
Rain
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Letestnews
Arvindkejriwal
Weather
Noida
Rahul
Indianews
New_delhi
Akhileshyadav
Upnews
Newsupdate
Dehradun
Viralvideo
Pressconference

ବୀରମିତ୍ରପୁର: ରାଉରକେଲା ବନଖଣ୍ଡର ରାଜଗାଙ୍ଗପୁର,ପାନପୋଷ, ବାଙ୍କି,କୁଆରମୁଣ୍ଡା,ବୀରମିତ୍ରପୁର ରେଞ୍ଜରେ ହାତୀମାନଙ୍କର ଉପସ୍ଥିତି ନେଇ ବନବିଭାଗର ସୂଚନା।

ରାଉରକେଲା ବନଖଣ୍ଡ ତରଫରୁ ହାତୀମାନଙ୍କର ଉପସ୍ଥିତି ନେଇ ୫୭ଟି ବନବିଭାଗ ତରଫରୁ ଜଣାପଡିଛି।ପାନପୋଷ ରେଞ୍ଜରେ ୧୨ଟି ହାତୀ,ବାଙ୍କି ରେଞ୍ଜରେ ୧୨ଟି ହାତୀ,ରାଜଗାଙ୍ଗପୁର ରେଞ୍ଜରେ ୧୭ଟି ହାତୀ,କୁଆରମୁଣ୍ଡା ରେଞ୍ଜରେ ୧୦ଟି ହାତୀ,ବୀରମିତ୍ରପୁର ରେଞ୍ଜରେ ୬ଟି ହାତୀ ଅଛନ୍ତି।ବିଭିନ୍ନ ଦଳ ଜଙ୍ଗଲରେ ହାତୀମାନଙ୍କର ଗତିବିଧି ଲକ୍ଷ୍ୟ କରିବାପାଇଁ ବନବିଭାଗ ତରଫରୁ ଆଜି ପହଞ୍ଚିଛନ୍ତି।

MORE NEWS