Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ବରଗଡ: ଧାନ କିଣାବିକା ପ୍ରକ୍ରିୟାକୁ ନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ରଖିଲେ ପ୍ରତିକ୍ରିୟା

୭୫୦ କୁଇଣ୍ଟାଲ ଧାନ ବରଗଡ଼ ଜିଲ୍ଲାରୁ କିଣାଯାଇ ସାରିଥିବା ନେଇ ପ୍ରତିକ୍ରିୟା ରଖିଲେ ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ | ବରଗଡ଼ ଜିଲ୍ଲାରେ ବର୍ତମାନ ଧାନ କିଣାବିକା ସ୍ୱାଭାବିକ ହୋଇଥିବା ଜଣାଇଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ | ବୁଧବାର ଅପରାହ୍ନ ୩ ଘଣ୍ଟା ସମୟରେ ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖି ଗତକାଲି ସୁଦ୍ଧା ବରଗଡ଼ ଜିଲ୍ଲାରେ ୭୫୦ କୁଇଣ୍ଟାଲ ଧାନ ଉଠାଯାଇଥିବା କହିଛନ୍ତି ମୁଖ୍ୟ ଯୋଗାଣ ଅଧିକାରୀ | ଚାଷୀଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ଚାଷୀଙ୍କ ଟୋକନ ପର୍ଯ୍ୟାୟ କ୍ରମେ ଆସିବ ଏବଂ ସୁରୁଖୁରୁରେ ଧାନ ଉଠାଯିବ ।
ବରଗଡ: ଧାନ କିଣାବିକା ପ୍ରକ୍ରିୟାକୁ ନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ରଖିଲେ ପ୍ରତିକ୍ରିୟା - Bargarh News