Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଦ୍ରକ ଗ୍ରାମାଞ୍ଚଳ: ଭାରତୀୟ ପରିଚୟ କର୍ତ୍ତୃପକ୍ଷ(UIDAI) ଙ୍କ ତରଫରୁ ପ୍ରଥମକରି ଭଦ୍ରଜ ଜିଲ୍ଲାର ଚରମ୍ପା ର ଡାହାଣୀଗଡ଼ିଆ ଛକଠାରେ ଆଧାର ସେବା କେନ୍ଦ୍ର ଉଦଘାଟିତ

Bhadrak Rural, Bhadrak | Apr 25, 2026

MORE NEWS

🚨 ଭଦ୍ରକରେ ବନ୍ୟା ସ୍ଥିତି ଉପରେ ବଡ଼ ଅପଡେଟ୍! 🌊

ସାଳନ୍ଦୀ ଓ ଆଖୁଆପଦା ନଦୀର ସର୍ବଶେଷ ଜଳସ୍ତର କେତେ? କେଉଁ ଅଞ୍ଚଳ ପାଇଁ ରହିଛି ସତର୍କ ସୂଚନା? ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ ଏହି ରିପୋର୍ଟରେ।

⚠️ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। 📢 ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ।

👉 ଅଧିକ ତାଜା ବନ୍ୟା ଓ ପାଣିପାଗ ଅପଡେଟ୍ ପାଇଁ Follow କରନ୍ତୁ RCN ଓଡ଼ିଆ।

#RCNOdia #Bhadrak #FloodUpdate #SalandiRiver #Akhuapada #OdishaFlood #BreakingNews #WeatherUpdate #OdishaNews #FloodAlert #LiveUpdate

🚨 ଭଦ୍ରକରେ ବନ୍ୟା ସ୍ଥିତି ଉପରେ ବଡ଼ ଅପଡେଟ୍! 🌊 ସାଳନ୍ଦୀ ଓ ଆଖୁଆପଦା ନଦୀର ସର୍ବଶେଷ ଜଳସ୍ତର କେତେ? କେଉଁ ଅଞ୍ଚଳ ପାଇଁ ରହିଛି ସତର୍କ ସୂଚନା? ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ ଏହି ରିପୋର୍ଟରେ। ⚠️ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। 📢 ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। 👉 ଅଧିକ ତାଜା ବନ୍ୟା ଓ ପାଣିପାଗ ଅପଡେଟ୍ ପାଇଁ Follow କରନ୍ତୁ RCN ଓଡ଼ିଆ। #RCNOdia #Bhadrak #FloodUpdate #SalandiRiver #Akhuapada #OdishaFlood #BreakingNews #WeatherUpdate #OdishaNews #FloodAlert #LiveUpdate

Bhadrak Rural, Bhadrak | Jul 29, 2026

ଜଳ ନିଷ୍କାସନ ବ୍ୟବସ୍ଥା ସଠିକ୍ ଭାବେ ନହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।
#StqMedia #balasore #news  #Flood #WaterLogging #Odisha #OdishaNews

ଜଳ ନିଷ୍କାସନ ବ୍ୟବସ୍ଥା ସଠିକ୍ ଭାବେ ନହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । #StqMedia #balasore #news #Flood #WaterLogging #Odisha #OdishaNews

Bhadrak Rural, Bhadrak | Jul 29, 2026

ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଶେଖର ମହାପାତ୍ର ବିପନ୍ନଙ୍କୁ ଭେଟି ବିଭାଗୀୟ ଅଧିକାରୀଙ୍କ ସହ କଥା ହେଉଛନ୍ତି। ଭଦ୍ରକ ବ୍ଲକ ଖଣ୍ଡତଡ଼ା ପଞ୍ଚାୟତ ମୋଉଦା ଆଦିବାସୀ ବସ୍ତି ଜଳମୟ। ଘାଇ ଭାଙ୍ଗି ମାଡ଼ି ଆସିଲା ବଢ଼ି ପାଣି ୫୦ ରୁ ଉର୍ଦ୍ଧ ଘର ଭିଟାମାଟି ଛାଡି ପଞ୍ଚାୟତ କାର୍ଯ୍ୟଳୟ ରେ ଆଶ୍ରୟ ନେଇଛନ୍ତି।
#citykhabarbhadrak

ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଶେଖର ମହାପାତ୍ର ବିପନ୍ନଙ୍କୁ ଭେଟି ବିଭାଗୀୟ ଅଧିକାରୀଙ୍କ ସହ କଥା ହେଉଛନ୍ତି। ଭଦ୍ରକ ବ୍ଲକ ଖଣ୍ଡତଡ଼ା ପଞ୍ଚାୟତ ମୋଉଦା ଆଦିବାସୀ ବସ୍ତି ଜଳମୟ। ଘାଇ ଭାଙ୍ଗି ମାଡ଼ି ଆସିଲା ବଢ଼ି ପାଣି ୫୦ ରୁ ଉର୍ଦ୍ଧ ଘର ଭିଟାମାଟି ଛାଡି ପଞ୍ଚାୟତ କାର୍ଯ୍ୟଳୟ ରେ ଆଶ୍ରୟ ନେଇଛନ୍ତି। #citykhabarbhadrak

Bhadrak Rural, Bhadrak | Jul 28, 2026