ବଲାଙ୍ଗୀର: ଭତ୍ତା ଟଙ୍କା ପାଇଁ ୨୭ ହିତାଧିକାରୀଙ୍କ ସଂଘର୍ଷ, ମାଲବାହୀ ଗାଡ଼ିରେ ଗଲେ ବ୍ଲକ
ବଲାଙ୍ଗୀର ଖପ୍ରାଖୋଲ ବ୍ଲକରେ ଭତ୍ତା ଉଠାଇ ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ ୨୭ ଜଣ ବୃଦ୍ଧ ଓ ଦିବ୍ୟାଙ୍ଗ। ନିଜ ନିଜ ମଧ୍ୟରେ ଚାନ୍ଦା କରି ମାଲବାହୀ ଗାଡ଼ିରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଲେ ହିତାଧିକାରୀ। ସମସ୍ୟାର ସମାଧାନ ପାଇଁ ବିଡିଓଙ୍କୁ ଜଣାଇଲେ ଲିଖିତ ଅଭିଯୋଗ।