Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ବଡସାହି: ତୁଳସୀଚଉରା ଢାବାଠାରେ ପେଟ୍ରୋଲପମ୍ପ କଂକ୍ରିଟ ପିଣ୍ଡିରେ ଧକ୍କାଦେଇ ଦୁର୍ଘଟଣାଗ୍ରସ୍ତ ହେଲା ଦ୍ରୁତଗାମୀ କାର, ବୈଶିଙ୍ଗାର ମଦ୍ୟପ କାରଚାଳକ ଗିରଫ

Barsahi, Mayurbhanj | Nov 30, 2025
୧୮ନଂ ଜାତୀୟରାଜପଥ ବେତନଟୀ ଉପକଣ୍ଠ ତୁଳସୀଚଉରା ଢ଼ାବା ଠାରେ ମଦ୍ୟପ ଗାଡିଚାଳକ ଜଣକ ପେଟ୍ରୋଲପମ୍ପ ଭିତରକୁ ପଶାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତହେବା ଘଟଣାରେ ରବିବାରରାତି ଦଶଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀପୁଲିସ l ବୈଶିଙ୍ଗାଅଞ୍ଚଳରେ ଜନୈକ ଯୁବକ ପ୍ରଚୁର ମଦ୍ୟପାନକରି ନିଶାସକ୍ତ ଅବସ୍ଥାରେ ନିଜସାଙ୍ଗ ସହିତ ଓଡି -୦୧ଏଏମ -୭୯୭୦ ନମ୍ବର ବିଶିଷ୍ଟ କାରଯୋଗେ ଅତ୍ୟନ୍ତ ଦ୍ରୁତଗତିରେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ଥିଲା l

MORE NEWS