ପିପିଲି: ପିପିଲିର ଅଲାରପୁର ଗ୍ରାମରେ ଧୁମଧାମରେ ପାଳିତ ହେଲା ଷୋଳତମ କୁମାର ଉତ୍ସବ
Pipili, Puri | Oct 27, 2026 ପିପିଲି ନିର୍ବାଚନ ମଣ୍ଡଳୀର ଅଲାରପୁର ଗ୍ରାମରେ ହରଦୁର୍ଗା ୟୁଥ୍ କ୍ଲବ୍ ଦ୍ୱାରା ଷୋଳତମ କୁମାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇ କଳାକାର ମାନଙ୍କୁ ସମ୍ମାନିତ କରିବା ସହ ଅତିଥି ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।