ନୀଳଗିରି: ନୀଳଗିରିରେ ନାବାଳକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ: ତେନ୍ତୁଳିଆରେ ଉତ୍ତେଜନା
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ତେନ୍ତୁଳିଆ ଗ୍ରାମରେ ନାବାଳକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ। ମୃତଦେହ ଉଦ୍ଧାର ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା। ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।