ନୂଆଗାଁ ବ୍ଲକର ତାଇନ୍ଦା ଅଞ୍ଚଳରେ ବନବିଭାଗ ତରଫରୁ ଅନୁକମ୍ପା ସର୍ଭେ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଡି.ଏଫ.ଓଙ୍କ ନିର୍ଦ୍ଦେଶକ୍ରମେ ହାତୀମାନେ ଲୋକମାନଙ୍କର ନଷ୍ଟ କରିଥିବା ଫସଲ,ଗୃହ ଭାଙ୍ଗିଥିବାକୁ ନେଇ ଅନୁକମ୍ପା ଫର୍ମ ପୂରଣ କଲେ କଣ ଫାଇଦା ମିଳିବ ଲେଖି ପଢ଼ି ନ ଥିବା ଲୋକମାନଙ୍କୁ ସଚେତନ କରିଥିଲେ।ଏହି ସର୍ଭେରେ ଆକାଶ ଶେଖର ଦେଓ,ସୁଦେଷ୍ଣା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।