ଭୁବନେଶ୍ୱର: ଯୁବତୀଙ୍କୁ ଏସିଡ୍ ପିଆଇ ମୁହଁକୁ ଫିଙ୍ଗିଲା ୭୨ ବର୍ଷୀୟ ବୃଦ୍ଧ, ଗିରଫ
Bhubaneswar, Khordha | Oct 2, 2026
ଭୁବନେଶ୍ୱର ଖାରବେଳ ନଗରରେ ଏକତରଫା ପ୍ରେମରୁ ଯୁବତୀଙ୍କୁ ଏସିଡ୍ ପିଆଇ ଓ ମୁହଁରେ ଏସିଡ୍ ଫିଙ୍ଗି ହତ୍ୟା ଉଦ୍ୟମ। ଅଭିଯୁକ୍ତ ୭୨ ବର୍ଷୀୟ ବସନ୍ତ ଅଶ୍ୱିନୀ ଚୌଧୁରୀକୁ ଗିରଫ କଲା ଖାରବେଳ ନଗର ପୋଲିସ।