Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ସୋର ସଂସ୍କୃତି ଭବନରେ ଗାଁ ମଜଳିସ ସାହିତ୍ୟ ସଂସଦର ୩୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Soro, Balasore | Dec 21, 2025
କବିତାକୁ ଦୃଷ୍ଟାନ୍ତମୂଳକ କରିବାକୁ କବିମାନେ ପ୍ରୟାସ କରିବା ଆବଶ୍ୟକ, କବିତା ମୁଁ ନୁହେଁ ଆମେ ବୋଲି ଉଚ୍ଚାରଣ କରେ, ଯେଉଁଥିରେ ସାର୍ବଜନିନ ବାର୍ତ୍ତା ଉଦ୍‌ଘୋଷିତ ହୋଇଥାଏ ବୋଲି ଗାଁ ମଜଲିସ୍ ସହିତ୍ୟ ସଂସଦ ୩୬ତମ ବାର୍ଷିକ ଉତ୍ସବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ବୈଷ୍ଣବ ଚରଣ ସାମଲ କହିଥିଲେ। ସୋର ସଂସ୍କୃତି ଭବନ ପରିସରରେ ଡ. ରମାକାନ୍ତ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଉଦ୍‌ଘାଟକ ଭାବେ ସୋର ବିଧାୟକ ମାଧବ ଧଡ଼ା ଯୋଗଦେଇ କହିଲେ ଯେ ସାରା ଓଡ଼ିଶାରୁ ଯୋଗଦେଇଥିବା ସାରସ୍ୱତ ସାଧକମାନଙ୍କ ଅଗମନ ରାଧାନାଥ ମାଟି ସୋରକୁ ଆଜି ସାହିତ୍ୟମୟ କରିପାରିଛି।
ସୋର: ସୋର ସଂସ୍କୃତି ଭବନରେ ଗାଁ ମଜଳିସ ସାହିତ୍ୟ ସଂସଦର ୩୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ - Soro News