Public App Logo
Jansamasya
News
Bjp
National
Bihar
���िधायक
Congress
Modi
Delhi
Viral
Jharkhand
Rajasthan
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Haryana
Crimenews
Agra
Cbi
Politics
Abvp
���ायल
Fatehpur
Jodhpur
Amitshah
Punjab

ବୌଦ୍ଧ ସଦର: ରାମଗଡ଼ ପୋଲ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ସ୍ବାମୀ ଓ ସ୍ତ୍ରୀ ଗୁରୁତର

ସୋମବାର ସନ୍ଧ୍ୟାରେ ପୁରୁଣା ଜଗନ୍ନାଥ ସଡକର ବୌଦ୍ଧ ଥାନା ରାମଗଡ଼ ପୋଲ ନିକଟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ମହାକୁଡପାଲି ଗ୍ରାମର ଏକ ଦମ୍ପତ୍ତି ଦୁଇ ଶିଶୁ କନ୍ୟାଙ୍କ ସହ ଏକ ପଲସର୍ ବାଇକ ଯୋଗେ ଖର ସଙ୍କୁଲେଇ ଗ୍ରାମରୁ ନିଜ ଘରକୁ ଫେରୁଥିବା ବେଳେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ l ଦୁର୍ଘଟଣାରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ ଓ ଦୁଇ ଶିଶୁ କନ୍ୟା ସାମାନ୍ୟ ଆହତ ହୋଇଛନ୍ତି |