🔥🚨 କଲେଜ ନିର୍ବାଚନରେ ହାଇଭୋଲଟେଜ୍ ଡ୍ରାମା! ଶେଷ ଦିନରେ ୩ ଦଳର ଜୋରଦାର ଶକ୍ତି ପ୍ରଦର୍ଶନ! 🔥
🗳️ ଭୋଟ୍ ପୂର୍ବରୁ କ୍ୟାମ୍ପସରେ ଜମୁଛି ପ୍ରଚାର! ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ତିନି ଦଳର ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ। କଲେଜର ଉନ୍ନତି, ଛାତ୍ରଛାତ୍ରୀଙ୍କ ଅଧିକାର ଓ ଭବିଷ୍ୟତକୁ ନେଇ ଚାଲିଛି ପ୍ରତିଯୋଗିତା।
📢 ଛାତ୍ରଶକ୍ତି କାହା ସପକ୍ଷରେ? 🤔 କାହାକୁ ମିଳିବ ଛାତ୍ରଛାତ୍ରୀଙ୍କ ସମର୍ଥନ? 🗳️ କିଏ ହେବ ନିର୍ବାଚନର ବିଜେତା?
📍 ବାଲିଆପାଳରୁ ଚନ୍ଦନ ଜେନାଙ୍କ ରିପୋର୍ଟ।
📺 ଏଭଳି ତାଜା ଖବର ପାଇଁ ଦେଖନ୍ତୁ RCN ODIA — ସାଧାରଣ ଲୋକଙ୍କ ସ୍ୱର।
👍 ଖବରଟି ଭଲ ଲାଗିଲେ Like କରନ୍ତୁ, Share କରନ୍ତୁ ଏବଂ ଆପଣଙ୍କ ମତାମତ Comment ରେ ଜଣାନ୍ତୁ।
#RCNOdia #CollegeElection #StudentElection #Balasore #Baliapal #OdishaNews #BreakingNews #StudentPower #CollegeCampus