ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଆରକ୍ଷୀଅଧିକ୍ଷକଙ୍କ କାର୍ଯ୍ୟାଳୟର ସୋସିଆଲ ମିଡ଼ିଆ ଅଡିରେ ଜାରି ସୂଚନା ଅନୁସାରେ l ବୁଧୁବାର ସକାଳ ପାଖପଖି ୧୧.୩୦ ସମୟରେ l ବାଉଁଶୁଣି ଥାନା ପୋଲିସ ବାଉଁଶୁଣି ଗ୍ରାମ ସହିତ ଥାନା ଅଧୀନରେ ଥିବା ବିଭିନ୍ନ ଗ୍ରାମ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ସ୍କୁଲରେ ସାଇବର ସୁରକ୍ଷା ରଥ ସାହି ମସ୍କଟସାଇରା ପରିଦର୍ଶନ କରିବା ସହିତ, ସାଇବର ସୁରକ୍ଷା ଉପରେ ସଚେତନତା କରାଯାଇଥିଲା l