ସାନାଖେମୁଣ୍ଡି: ସୋରଡ଼ା: ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ମହାନବମୀ ପୂଜାରେ ଯୋଗ ଦେଲେ ବିଧାୟକ
Sanakhemundi, Ganjam | Oct 20, 2026
ସୋରଡ଼ା ବ୍ଲକର ବଡ଼ଗଡ଼ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ ମହାନବମୀ ପୂଜାରେ ଯୋଗ ଦେଲେ ବିଧାୟକ। ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ପାଇଁ କାମନା କଲେ ବିଧାୟକ।