Public App Logo
Jansamasya
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
Newsupdate
���निका

ସମ୍ବଲପୁର ମ୍ୟୁନିସିପାଲଟି: ମୋତିଝରଣ ଠାରେ ୫ଟି ମସଜିଦ କମିଟି ପକ୍ଷରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ

Sambalpur M, Sambalpur | Apr 25, 2025
ଆଜି ସଂଧ୍ୟାରେ ସମ୍ବଲପୁର ସହରର ୫ ଗୋଟି ମସଜିଦ କମିଟି ପକ୍ଷରୁ ଏକ ମିଳିତ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମୋତିଝରଣ ଛକଠାରୁ ମୋତିଝରଣ ମସଜିଦ ପଯ୍ୟନ୍ତ ଅନୁଷ୍ଠିତ ପ୍ରତିବାଦ ଶୋଭାଯାତ୍ରାରେ ହାତରେ କଳା ବ୍ୟାଚ୍ ପିନ୍ଧି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଦୃଢ଼ ନିନ୍ଦା କରାଯାଇ ପାକିସ୍ଥାନ ବିରୋଧୀ ସ୍ଲୋଗାନମାନ ଦିଆଯାଇଛି। ଏହି ପ୍ରତିବାଦ ଶୋଭାଯାତ୍ରାରେ ସମ୍ବଲପୁର ସବୁ ମସଜିଦ କମିଟିର ପ୍ରତିନିଧି ମାନେ ମୁସଲାମ ସମ୍ପ୍ରଦାୟର ଜନସାଧାରଣ ମାନେ ସାମିଲ୍ ରହିଥିଲେ।

MORE NEWS