ବାରିପଦା ମ୍ୟୁନିସିପାଲଟି: ଭଞ୍ଜଭୂମି ସଂସ୍କୃତ ବିଦ୍ୟାଳୟ ହଷ୍ଟେଲ ଛାତ୍ରଙ୍କୁ ଆସଦାଚରଣ କରିଥିବା ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କୁ କୋର୍ଟ ଚାଲାଣ
ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଳକ୍ ର ସହକାରୀ ଯନ୍ତ୍ରୀ ଙ୍କ ନାମରେ ସୋମବାର ରାତି ରେ ସଙ୍ଗୀନ ଅଭିଯୋଗ ଆସିଥିଲା। ଏହି ଘଟଣାରେ ପୋଲିସ ତଦନ୍ତ କରି ମଙ୍ଗଳବାର ଦିନ ପ୍ରାୟ ୧୦ଟାରେ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସେନାପତିଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି।