ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପ୍ରଭାବ: ୨ ଜିଲ୍ଲାକୁ ରେଡ୍ ଆଲର୍ଟ, କେଉଁଠି କେତେ ବେଗରେ ବହିବ ପବନ?
Bhubaneswar, Khordha | Oct 27, 2026
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା। ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି। ବାତ୍ୟାର ଗତିପଥ ଓ ପବନର ବେଗ ନେଇ ସମ୍ପୂର୍ଣ୍ଣ ସୂଚନା ଜାଣନ୍ତୁ ଏହି ଭିଡିଓରେ।