ଲାଞ୍ଜିଗଡ: ପୋଖରୀ ବନ୍ଧ ଠାରେ ଆତ୍ମନିର୍ଭର ଭାରତ ର ସମୀକ୍ଷା ବୈଠକ ମିଶ୍ରଣ ପର୍ବ ଅନୁଷ୍ଠିତ।
ଲାଞ୍ଜିଗଡ଼ ଓ ବିଶ୍ବନାଥ ପୁର ଜୋନ ମିଳିତ ପୋଖରିବନ୍ଧ ଠାରେ ଆତ୍ମନିର୍ଭର ଭାରତ ର ସମୀକ୍ଷା ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ଙ୍କ ସଭାପତିତ୍ବ ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ,ଜିଲ୍ଲା ପ୍ରତିନିଧି ଶୁକ୍ରୁ ମାଝି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବାଷ ଅଗ୍ରୱାଲ, ପ୍ରମୁଖ ଉପସ୍ଥିତ ଥିଲେ।