Public App Logo
Profile Picture

ଲାଞ୍ଜିଗଡ଼ ବାର୍ତ୍ତା

@ljd
11471Followers
42Following
ଲାଞ୍ଜିଗଡ: ଭାଇ ମାନଙ୍କ ଭବିଷ୍ୟତ ପାଇଁ ୧୩ବର୍ଷିୟ ଭଉଣୀ ର ଚିନ୍ତା,ଭାଗ୍ୟକୁ ଆଦରି ଭଙ୍ଗା ଘରେ ଦୁଇ ଭାଇ ସହିତ ସିକେରକୁପାରେ ରହୁଛି ଭଉଣୀ।
ନର୍ଲା: ୬ନମ୍ବର ରାଜ୍ୟ ରାଜପଥ ଠାରେ ପିକ ଅପ ଭ୍ୟାନ ଧକ୍କାରେ କାର ଦୁର୍ଘଟଣା ଶିକାର ‌
ନର୍ଲା: କାର୍ଣ୍ଣିଖୁଟିରେ ଭି ବି ଜି ରାମ୍ ଜୀ ଯୋଜନା ରେ ମହାଦୁର୍ନୀତି ଅଭିଯୋଗ
ନର୍ଲା: ଚିପୁଲ ଜୋର ଠାରେ ଡକାୟତି କୁ ନର୍ଲା ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।ସାତ ଗିରଫ।
ଲାଞ୍ଜିଗଡ: ବ୍ଲକ ସଭାଗୃହ ଠାରେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ୧୩ତମ ବୈଠକ, ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା
ନର୍ଲା: ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ନର୍ଲା ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।
ଲାଞ୍ଜିଗଡ: ଢେପଗୁଡା ଠାରେ ବାଇକ ଦୁଇ ଦୁର୍ଘଟଣା ରେ ଦୁଇ ଗୁରୁତର। ଭବାନୀପାଟଣା ମେଡିକାଲ ରେ ଭର୍ତ୍ତି।
ଲାଞ୍ଜିଗଡ: ଢେପଗୁଡା ଠାରେ ବଲକ ଟେନର ଓ   ମେକ୍ସ ପିକଅପ ମଧ୍ୟରେ ଭାରସାମ୍ୟ ହରାଇ ଦୁର୍ଘଟଣା।
ଲାଞ୍ଜିଗଡ: ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ  ଶିବିର
ଲାଞ୍ଜିଗଡ: ବେନଗାଁରେ ଏକଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ,ପାଜିବାହାଲି କୁ ହରାଇ ମୂଷାନାଲ ଚମ୍ପିୟାନ
ଲାଞ୍ଜିଗଡ: ଲାଞ୍ଜିଗଡ଼ ରୋଡ ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟରେ ସାଇବର  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ଲାଞ୍ଜିଗଡ: ବିଜେପୁରରେ ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି: ଅଞ୍ଚଳରେ ଶୋକର ଛାୟା
ନର୍ଲା: କିଡିଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ଲାଞ୍ଜିଗଡ: ଢେପଗୁଡ଼ା ଠାରେ ମରଣଯନ୍ତା ପୋଲ: ପୂର୍ତ୍ତ ବିଭାଗର ନିରବତା କାହାର ଜୀବନ ନେବାକୁ ଅପେକ୍ଷା କରିଛି?
ଲାଞ୍ଜିଗଡ: ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ସାମୂହିକ ସ୍ବାଧୀନତା ଦିବସ ପାଳିତ
ଲାଞ୍ଜିଗଡ: ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ସାମୂହିକ ସ୍ବାଧୀନତା ଦିବସ ପାଳିତ
ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକରେ ଆଡମ୍ବର ସହକାରେ ସ୍ବାଧୀନତା ଦିବସ ପାଳିତ
ନର୍ଲା: ସ୍ୱାଧୀନତାର ୮୦ ବର୍ଷ ପରେ ବି ଅବହେଳିତ ସହିଦ ରେଣ୍ଡୋ ମାଝୀଙ୍କ ଗାଁ: ନେତାଙ୍କ ବଡ଼ ବଡ଼ ଦାବି ଭିତରେ ରାସ୍ତା ଖୋଜୁଛି 'ଲୁଭେନଗଡ଼'
ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକ ରେ 'ହର ଘର ତ୍ରିରଙ୍ଗା' ଅଭିଯାନ: ୧୫ କିଲୋମିଟର ବାଇକ୍ ରାଲି ସହ ଜନସାଧାରଣଙ୍କ ଅଭୂତପୂର୍ବ ଉତ୍ସାହ
ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକ ଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟ, ଆଜି ଶୁକ୍ରବାର ଦିବା ୧୨ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଲେ ଲାଞ୍ଜିଗଡ଼ ବିଡିଓ।
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରେ ଶିକ୍ଷା ବ୍ୟବସ୍ଥା କୁ  ଗୁରୁବାର ଅପରାହ୍ନ ୪ଟା ସମୟରେ  ଭବାନୀପାଟଣା ରେ ପ୍ରତିକ୍ରିୟା ରଖିଲେ AOSCF ରାଜ୍ୟ ସଭାପତି
ଲାଞ୍ଜିଗଡ: ତ୍ରିଦିବସୀୟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବିଶ୍ଵନାଥ ପୁର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଉଦଘାଟିତ:
ନର୍ଲା: ନର୍ଲା ରେ ହର ହର ତ୍ରିରଙ୍ଗା ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ
ନର୍ଲା: ନର୍ଲା ଠାରେ ହରଘର ତ୍ରିରଙ୍ଗା କାର୍ଯ୍ୟ କୁ ନେଇ ପ୍ରତିକ୍ରିୟା ଆଜି ବୁଧବାର ଅପରାହ୍ନ ଏକ ଘଣ୍ଟା ସମୟରେ ପ୍ରତିକ୍ରିୟା
ନର୍ଲା: ଡେଣ୍ଡୋଗୁଡା ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ଅଦଳବଦଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ, ସ୍କୁଲରେ ତାଲା