ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଚିକିଟୀ ଅବକାରୀ ବିଭାଗ। ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଗଣିଆନାଳ ଛକ ନକଟରେ ଦିଗପହଣ୍ଡି - ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଚଢ଼ଉ କରାଯାଇ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଇପୁର ଗ୍ରାମର ୨୮ ବର୍ଷିୟ ରୁନା ବର୍ଦ୍ଧାନ ଓ ୨୩ ବର୍ଷିୟ ସୁନିହମ୍ ଲିମା ଠାରୁ ଏକ ଧୂସର ରଙ୍ଗ ର ସ୍କୁଟି ଯାହାର ନଂ( ଓଡି ୨୦ ସି ୪୯୭୬ ) ସହ ୭ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇ ସେମାନଙ୍କୁ ଘଟଣା ସ୍ଥଳରେ ଗିରଫ କରାଯାଇଛି । ଏଥି ସହ