Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
India
चोरी
बीजेपी
Uttar_pradesh
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Telangana
Rahulgandhi
Chhattisgarh
Uttarpradesh
Haryana
surajtv
Previous slide
Next slide
ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଦରଡା ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ସଶସ୍ତ୍ର ଲୁଟ୍। ବୁଲେଟ୍ ବାଇକରେ ଆସିଥିବା ଦୁଇ ଦୁର୍ବୃତ୍ତ କର୍ମଚାରୀଙ୍କୁ ଧମକ ଦେଇ କାଉଣ୍ଟରରୁ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିବାବେଳେ ପୋଲିସ ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛି।
Basta, Balasore
| Jul 4, 2026
MORE NEWS
#ଜବର_ଦଖଲ_ଉଛେଦ_ବନ୍ଦ_ହେବାରୁ_ସାମ୍ବାଦିକ_ସମ୍ମିଳନୀ
Basta, Balasore | Jul 4, 2026
#ପେଟ୍ରୋଲ_ପମ୍ପ_ରୁ_ବନ୍ଧୁକ_ମୁନରେ_ଲୁଟ୍। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଦରଡ଼ା ପେଟ୍ରୋଲ ପମ୍ପ ରୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ସିସିଟିଭି ରେ କଏଦେ। ##Mahimatv #petrolpump #Darada #Basta #gone #police #spbalasore #dgbalasore #OdishaPolice Naveen Patnaik Manas Ranjan Behera Rajesh Behera Surajtv
Basta, Balasore | Jul 4, 2026
#ହୋଟେଲ_ଗରମା_ଗରମ_ରେ_ଖାଉଥିଲେ_ହୁଅନ୍ତୁ_ସାବଧାନ #ମାଛ_ପତ୍ର_ପୋଡ଼ା_୧୪୦୦_ଟଙ୍କା #ଥାନା_ର_ଦ୍ଵାରସ୍ଥ_ହେଲେ_ଗ୍ରାହକ #ଶେଷରେ_୫୦୦ଟଙ୍କରେ_ହେଲା_ରଫା_ଦଫା ବାଲେଶ୍ଵର କଚେରି ପାଖରେ ହୋଟେଲ ଗରମା ଗରମା ରେ ଖାଉଥିଲେ ହୁଅନ୍ତୁ ସାବଧାନ ।୧୪୦୦ ଟଙ୍କିଆ ପତ୍ରପୋଡ଼ା ମାଛକୁ ନେଇ ଥାନାରେ ମାମଲା | #mahimatv #balasorefood #HotelDispute #FishBill #OdishaNews #ConsumerRights #OdiaNews
Basta, Balasore | Jul 4, 2026
#ବନ୍ଧୁକ_ଦେଖାଇ_ପେଟ୍ରୋଲ_ପମ୍ପ_ରୁ_ଲୁଟ୍ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଦରଡା ପେଟ୍ରୋଲ ପମ୍ପ ରୁ ସଶସ୍ତ୍ର ଡକାୟତି । ଦୁଇଜଣ ଦୁର୍ବୁତ୍ତ ବୁଲେଟ୍ ରେ ଆସିଲେ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ ରୁ ଲୁଟ୍ କରିଥିଲେ । ଦରଡା ପେଟ୍ରୋଲ ପମ୍ପରେ ଏଭଳି ସିସିଟିଭି କ୍ୟାମେରା ର ଦୃଶ୍ୟ ସାମ୍ନାକୁ କୁ ଆସିଛି । #mahimatv
Basta, Balasore | Jul 4, 2026
ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଦରଡା ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ସଶସ୍ତ୍ର ଲୁଟ୍। ବୁଲେଟ୍ ବାଇକରେ ଆସିଥିବା ଦୁଇ ଦୁର୍ବୃତ୍ତ କର୍ମଚାରୀଙ୍କୁ ଧମକ ଦେଇ କାଉଣ୍ଟରରୁ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିବାବେଳେ ପୋଲିସ ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛି। - Basta News