କଟକ ପୌରାଞ୍ଚଳ: ନରସିଂହପୁରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି: ୧୩୫ ଅଭିଯୋଗ ଦାଖଲ
ନରସିଂହପୁର ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ୧୩୫ଟି ଅଭିଯୋଗ ହସ୍ତଗତ ହୋଇଛି, ସେଥିମଧ୍ୟରୁ ୪୭ଟିର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଆସନ୍ତା ୯ ତାରିଖରେ ତିଗିରିଆ ବ୍ଲକରେ ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ।