Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana

ସମ୍ବଲପୁର ମ୍ୟୁନିସିପାଲଟି: ଭଣ୍ଡାରିମାଲ ସପ୍ତଋଷି ମନ୍ଦିର ଗୁମ୍ଫା ରେ ଫସୀଥିବା ମହିଳା ଉଦ୍ଧାର, ସଦର ମେଡିକାଲ ପରେ ବୁର୍ଲା ସ୍ଥାନାନ୍ତର

ଯୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ର ସପ୍ତରୁଷି ମନ୍ଦିର ନିକଟରେ ଥିବା ମୁଣ୍ଡିଆ ପାହାଡ଼ ର ଗୁମ୍ଫା ଭିତରେ ମାନସିକ ପୂଜା ପାଈଁ ଯାଇଥିବା ବେଳେ ଜଣେ ମହିଳା ଦୁଇଟି ପଥର ମଧ୍ଯରେ ଫସି ଯାଇଥିଲେ l ଅଗ୍ନିସମ ବିଭାଗ ମହିଳାଙ୍କୁ ବହୁ କଷ୍ଟ କରି ଉଦ୍ଧାର କରି ସମ୍ବଲପୁର ଜ଼ିଲ୍ଲା ମେଡିକାଲକୁ ଅଣାଯାଇଥିଲା l ଏଠାରେ ଚିକିତ୍ସା ପରେ ମହିଳାଙ୍କୁ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା l