#ବେଆଇନ_ବାଲି_ଖାଦାନ_ରାସ୍ତା_କୁ_ତାଡିଦେଲା_ଜଳେଶ୍ଵର_ଖଣି #ବିଭାଗ
ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ତହସିଲ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ଠାରୁ ପଶ୍ଚିମବଙ୍ଗ କୁ ସଂଯୋଗ କରୁଥିବା ବେଆଇନ ବାଲି ଖାଦାନ ରାସ୍ତା କୁ ତାଡିଦେଲା ଜଳେଶ୍ଵର ଖଣି ବିଭାଗ, ବିରୋଧ କଲେ ସ୍ଥାନୀୟ ବାଲି ମାଫିଆ,ଘଟଣା ସ୍ଥଳରେ ଉତ୍ତେଜନା, ଘଟଣା ସ୍ଥଳରେ ରାଇବଣିଆ ପୋଲିସ ପହଞ୍ଚି କରୁଛି ବୁଝାସୁଝା |
#bharatnewsodia #jaleswarnews #Raibania #baleswar