Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ନଦୀଗାଁ ସମେତ ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ବାଇକ ସହ ଦେଶୀମଦ ଜବତ, ୩ ଗିରଫ

Soro, Balasore | Dec 17, 2025
ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଇକ ସହ ଦେଶୀମଦ ଜବତ କରିଥିବା ବେଳେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରିଣୀ ପ୍ରଜ୍ଞାପ୍ରିୟା ନାୟକ ନଦୀଗାଁ ଛକରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଓଡି ୦୧ ପି ୭୩୫୯ ନମ୍ବର ବିଶିଷ୍ଟ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ।ସେଥିରେ ୭୦ ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିପାରି ବାଇକ ମଦ ସହ ବେଲଦା ଗ୍ରାମର ସୁରେନ୍ଦ୍ର ହାଁସଦାକୁ ଗିରଫ କରିଥିଲେ। ଏହି ଟିମ ଆଟପୁର ଗ୍ରାମର ବୃନ୍ଦାବନ ଶିଅଳ ନିକଟରୁ ୩୦ ଲିଟର ଦେଶୀମଦ,ରଣପୁର ଗ୍ରାମର ଉଦ୍ଧବ ପ୍ରଧାନ ନିକଟରୁ ୩୦ଲିଟର ଦେଶୀମଦ ଜବତକରିଥିଲେ।
ସୋର: ନଦୀଗାଁ ସମେତ ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ବାଇକ ସହ ଦେଶୀମଦ ଜବତ, ୩ ଗିରଫ - Soro News