ବାଲେଶ୍ବର ସଦର: ବାଲେଶ୍ୱରରେ 2 ଦିନିଆ ୟେଲୋ ଆଲର୍ଟ, ଜାଣନ୍ତୁ କେବେ ହେବ ବର୍ଷା
ବାଲେଶ୍ୱର ଜିଲ୍ଲାରେ ଆସନ୍ତା 28 ଓ 29 ତାରିଖରେ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଝଡ଼-ବର୍ଷା ସହ ପବନ ବହିବ। ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ।