ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ପୁଣି ଚର୍ଚ୍ଚାରେ ଗୁଳିବିଦ୍ଧ ଦନ୍ତା ହାତୀ ‘ଗଜେନ୍ଦ୍ର’ ଓରଫ ‘ରାଜୁ’। ୨୦୨୪ରେ ଗୁଳିବିଦ୍ଧ ଅବସ୍ଥାରୁ ସୁସ୍ଥ ହୋଇଥିବା ଏହି ଦନ୍ତା ଏବେ ଗାଁ ମୁହାଁ ହୋଇଛି #CPDnews #angul #chhendiapada #chhendipadarenge #AngulDistrict #elefantrecords