Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews

ରାସଗୋବିନ୍ଦପୁର: ବଡଭାଲିଆ ଗ୍ରାମରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଗୁରୁତରଙ୍କ ମୃତ୍ୟୁରେ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ କଲା ଶୁଳିଆପଦା ପୁଲିସ

ଶୁଳିଆପଦା ଥାନା ବଡଭାଲିଆ ପଞ୍ଚାୟତ ତଥା ବଡଭାଲିଆ ଗ୍ରାମର ଜନୈକ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ଧାନଗଛରେ ଦିଆଯାଉଥିବା ଉତ୍କଟ କୀଟନାଶକ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ମୃତ୍ୟୁପରେ ଶୂଳିଆପଦା ପୁଲିସ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ କରିବା ସହିତ ବୁଧବାର ଅପରାହ୍ନ ୪ଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି l ମୃତକ ଜଣକ ହେଉଛନ୍ତି ବଡଭାଲିଆ ଗାଁର ରୂପାୟ ହାଁସଦା l

MORE NEWS