ନୀଳଗିରି ବିଜେପି କାର୍ଯ୍ୟାଳୟରେ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ଉପସ୍ଥିତିରେ କଲ୍ୟାଣୀ ଓ ସିଙ୍ଗିରି ଗ୍ରାମର ବହୁ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।