ଜଗତସିଂହପୁର: ଜଗତସିଂହପୁରରେ ଅଗ୍ନିକାଣ୍ଡ: ଗୁହାଳରେ ପଶୁମାନେ ଅର୍ଦ୍ଧଦଗ୍ଧ, ଘଟଣାସ୍ଥଳରେ ବିଧାୟକ
ଜଗତସିଂହପୁର ସମଙ୍ଗ ପଞ୍ଚାୟତର ଜେନା ସାହିରେ ଅଗ୍ନିକାଣ୍ଡ। ଗୁହାଳରେ ଥିବା ୨ଟି ଗାଈ ଓ ଗୋଟିଏ ବାଛୁରୀ ଗୁରୁତର ଆହତ। ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ ଅମରେନ୍ଦ୍ର ଦାସ, ଚିକିତ୍ସା ପାଇଁ ଦେଲେ ନିର୍ଦ୍ଦେଶ।