Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଛେଣ୍ଡିପଦା: ବିଜେପି ପକ୍ଷ୍ୟରୁ ଛେଣ୍ଡିପଦାରେ ତ୍ରିରଙ୍ଗା ପଦଯାତ୍ରା ଯୋଗଦେଲେ ଛେଣ୍ଡିପଦା ବିଧାୟକ

Chhendipada, Angul | Aug 14, 2025
ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବିଜେପି ପକ୍ଷରୁ ଗୁରୁବାର ୧୧ ଘଟିକା ସମୟରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇହିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଛେଣ୍ତିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ୧ ହଜାରରୁ ଅଧିକ ପୁରୁଷ ଓ ମହିଳା ତ୍ରିରଙ୍ଗା ପତକା ଧରି ସାମିଲ ହୋଇଥିଲେ ।