Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
khabr.malyabanta_3
9
ମାଲକାନଗିରି: ଜେଲ ରୁ ଉତ୍ତମ ବ୍ୟବହାର ଓ ଚାଲି ଚଳନ ପାଇଁ ଆଜୀବନ ଦଣ୍ଡ ପ୍ରାପ୍ତ କଏଦୀ ମୁକୁଳିଲେ, ପ୍ରତିକ୍ରିୟା ରଖିଲେ ଜେଲର
Malkangiri, Malkangiri
| Nov 19, 2025
MORE NEWS
ମାଲକାନଗିରି କ୍ୟାନାଲ୍ ଛକରେ ଅଳ୍ପକେ ବର୍ତ୍ତିଲେ ୩ ବାଳକ : ସାଇକେଲ୍ ଉପରେ ଚଢ଼ିଗଲା ହାଇୱା । #MalkangiriNews
Malkangiri, Malkangiri | Jun 13, 2026
ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସୁରକ୍ଷା କର୍ମୀଙ୍କ ଧାରଣା Iତିନି ମାସ ହେଲା ମିଳିନି ଦରମା
Malkangiri, Malkangiri | Jun 13, 2026
ମାଲକାନଗିରି : ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଟପ୍ପର ହେଲେ କାଲିମେଳାର ମେଧାବୀ ଛାତ୍ର ଭୂପେନ ରାୟ , କେମେଷ୍ଟ୍ରୀରେ ସାରା ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ହାସଲ କରି ଆଣିଲେ ଗୌରବ I #MalkangiriNews #VDCollege #Topper
Malkangiri, Malkangiri | Jun 13, 2026
ଦୁର୍ଘଟଣାରେ ମହିଳା ଆଇନଜୀବୀ ଗୁରୁତର; ସିସିଟିଭିରେ କଏଦ ହେଲା ଦୃଶ୍ୟ ମାଲକାନଗିରିର ମହିଳା ଆଇନଜୀବୀ କୋର୍ଟରୁ ଫେରିବା ସମୟରେ ଆଦର୍ଶ ଥାନା ନିକଟରେ ସ୍କୁଟିରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଏହି ସମ୍ପୂର୍ଣ୍ଣ ଦୁର୍ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବର ପାଇ ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆଇନଜୀବୀ ଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। #MalkangiriNews #RoadAccident #MalkangiriPolice #Odisha
Malkangiri, Malkangiri | Jun 13, 2026
ବିଶ୍ୱ ମଞ୍ଚରେ ଚମକିଲେ ମାଲକାନଗିରିର ସୁନା ପୁଅ ଓ ସୁନା ଝିଅ! ରୋମାନିଆରେ ଆୟୋଜିତ 'World Shakespeare Festival'ରେ କୀଟ ଓ କିସ (KIIT-KISS) ର ପ୍ରାୟ ୨୦ ଜଣ ଆଦିବାସୀ ଛାତ୍ରଛାତ୍ରୀ ବିଶ୍ୱପ୍ରସିଦ୍ଧ ନାଟକକୁ ନିଜ 'ସାନ୍ତାଳୀ ଭାଷା'ରେ ପରିବେଷଣ କରି ଇତିହାସ ରଚିଛନ୍ତି। ଏଥିରେ ମାଲକାନଗିରି ଜିଲ୍ଲା ଖଇରପୁଟର ଅନନ୍ତ ଆଂଗ୍ରା ଏବଂ ସ୍ୱାଭିମାନ ଅଞ୍ଚଳର ରଶ୍ମିତା ତାମରାବି ଭାଗ ନେଇ ଜିଲ୍ଲା ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। #MalkangiriPride #SanthaliLanguage #KIIT #KISS #WorldShakespeareFestival #Romania #MathiliNews #DailyMalkangiri
Malkangiri, Malkangiri | Jun 13, 2026